ହାତୀ ଦାନ୍ତ କାରବାରରେ ଲିପ୍ତ ୨ ଶିକାରୀ ଗିରଫ

ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳକୁ ଲାଗିଥିବା ସାଇଁକୂଳା ଗାଁରୁ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

ସେମାନଙ୍କ ଠାରୁ ୨ ଲକ୍ଷ ୯୫ ହଜାର ଟଙ୍କା, ୫ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes