ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ

ଏଭଳି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଥିବା ବେଳେ ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ  ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ।

ଆଜି ସକାଳେ ଏମାନେ ବଗିଚାରେ କାମ କରୁଥିବା ସମୟରେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା। ଉଭୟଙ୍କୁ ଆକ୍ରମଣ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes