ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଂଚଳରେ ୨ଟି ପୃଥକ ହାତୀ ଆକ୍ରମଣ ଘଟଣାରେ ଘର ଭାଙ୍ଗିବା ସହ ୨ ଜଣଙ୍କ ମୃତ ହୋଇଥିବା ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।

ରାସଗୋବିନ୍ଦପୁର ରେଞ୍ଜ ସମାଇଡିହି ଗାଁରେ ୫ ବର୍ଷର ଶିଶୁକନ୍ୟାକୁ ଦଳି ଦେଇଥିବା ବେଳେ ବେତନଟୀ ରେଞ୍ଜ ସୁନାହଜା ଗାଁରେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ନେଲା ହାତୀ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version