ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ମୃତକ ଜଣକ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୬୫)। ପିତା ରଘୁନାଥ ହରଚନ୍ଦନ। ସେ ସକାଳ ସମୟରେ ଶୌଚ ହେବାକୁ ଯାଉଥିବା ସମୟରେ ହଠାତ୍ ଦନ୍ତାହାତୀ ଦଳି ଚକଟି ମାରି ଦେଇଛି ।