ତେଲକୋଇ ବିଜେପି ରେଞ୍ଜ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି।ଫସଲ ରକ୍ଷା ପାଇଁ ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ।ସ୍ବାମୀ ମୃତ୍ୟୁ ଖବର ଶୁଣି ବିଷ ପିଇ ସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha