ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନି ଆହତ

ତେଲକୋଇ ରେଞ୍ଜ ନମକାନି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଗୋଟିଏ ପରିବାର ର ତିନି ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଶ୍ମିତା ଦେହୁରୀ, ସତିଆ ଦେହୁରୀ ଓ ସେମାନଙ୍କ ଆଠ ବର୍ଷ ର ପୁଅ ବୋଲି ଜଣା ପଡ଼ିଛି।

ମକର ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ସେମାନେ ଚିକିତ୍ସିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes