ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଭୁବନପୁର ଗ୍ରାମରେ ହାତୀ ଗାଁ ଭିତରକୁ ପଶିଆସି ଘର ଭାଙ୍ଗି ଦେବା ସହ ବାଡ଼ିରେ ପଶି ଫସଲ ନଷ୍ଟ କରୁଛନ୍ତି।
ଏନେଇ ବନବିଭାଗ ଜଣାଇଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆଜି ଭୁବନପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।
Credible Local News of Odisha