ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ପରିଷଦର ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀମାନେ ହାତରେ ତ୍ରିରଙ୍ଗା ପତାକା ଉଡ଼ାଇ ବିନିକା ସହର ପରିକ୍ରମା କରି ସବୁଜ ସୁନ୍ଦର ବିନିକା ଗଠନ ଦିଗରେ ଲୋକଙ୍କୁ ସଚେତନ କରିଥିଲେ ।

Credible Local News of Odisha