ହାଣ୍ଡିଧୁଆ ରେଲୱେ ଅଣ୍ଡର ବ୍ରିଜ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଦାବି

ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୁଆ ରେଲୱେ ଅଣ୍ଡର ବ୍ରିଜ ରାସ୍ତା ରାତ୍ରି ସମୟରେ ଅନ୍ଧାର ରହୁଥିବାରୁ ଲୋକେ ଅସୁରକ୍ଷିତ ଅନୁଭବ କରୁଛନ୍ତି l

ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version