ହାଟରେ ପଶି ଜଣଙ୍କୁ ଦଳିଦେଲା ହାତୀ

ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଆମ୍ବଗଡିଆ ହାଟରେ ଆଜି ଅପରାହ୍ନରେ ଏକ ହାତୀ ପଶି ଆସିଥିଲା l ଲୋକମାନେ ଦୌଡୁ ଥିବା ବେଳେ ହାତୀ ଜଣଙ୍କୁ ପାଦରେ ଦଳି ମାରୀ ଦେଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version