ହାଜତ ମୃତ୍ୟୁ ଘଟଣାରେ ମାନବାଧିକାର କମିଶନଙ୍କ ମାମଲା

ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ଦୁଇଦିନ ତଳେ ହୋଇଥିବା ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି l

ଏହି ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କମିଶନ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes