ଉମରକୋଟ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ଜୀବନ ହାରିବା ଘଟଣାରେ ନବରଙ୍ଗପୁର ଏସ୍ପିଙ୍କୁ ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ କୋରାପୁଟ ଡିଆଇଜି କନୱର ବିଶାଲ ସିଂ।
NHRC ଗାଇଡ୍ ଲାଇନ ଅନୁଯାୟୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାବୁଗାଁ ଥାନାରେ ବେକରେ ଚଦର ଲଗାଇ ଜୀବନ ହାରିଥିଲେ ଅଭିଯୁକ୍ତ।