ହାଙ୍ଗଝୌ ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅଙ୍କୁ ସ୍ୱର୍ଣ୍ଣ

ଦୃଷ୍ଟିବାଧିତ ଚେସ୍‌ରେ ସୌନ୍ଦର୍ଯ୍ୟ ପ୍ରଧାନ ଡବଲ ପଦକ ହାସଲ କରିଛନ୍ତି।

ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes