ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ଆଉ ମାସେ ବଢିଲା

ରାଜ୍ୟରେ ଗାଡି ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଧାର୍ଯ୍ୟ ହୋଇଥିବା ଅବଧିକୁ ଆଉ ମାସେ ଅର୍ଥାତ 2023 ଫେବୃଆରୀ ପର୍ଯ୍ୟନ୍ତ ବଢ଼ାଇବାକୁ ଆଜି ପତିବହନ ବିଭାଗ ପକ୍ଷରୁ କୁହାଯାଇଛି l
ନମ୍ବରର ଶେଷ ଅଙ୍କ ଶୂନ କିମ୍ବା 9 ଥିଲେ ଫେବୃଆରୀ 28 ମଧ୍ୟରେ ସେମାନେ ନମ୍ବର ପ୍ଲେଟ ଲଗାଇପାରିବେ l ଶେଷ ଅଙ୍କ 1,2,3,4 ଥିଲେ ନଭେମ୍ବର 30 ଶେଷ ତାରିଖ l 5,6 ଥିଲେ ଡିସେମ୍ବର 31 ଏବଂ 7,8 ଥିଲେ ଜାନୁଆରୀ 31 ତାରିଖ ଶେଷ ଦିବସ ରହିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes