ହାଇୱା ଧକ୍କାରେ ସାମ୍ବାଦିକ ମୃତ,ଯୁବକ ଆହତ

କେନ୍ଦୁଝର ଟାଉନ ଥାନା ଜୁଡିଆ ଘାଟି ନିକଟ ୪୯ନମ୍ବର ଜାତୀୟ ରାଜପଥ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ବାଇବାସ ନିକଟରେ ଆଜି ଦିନ ସାଢେ ୧୦ଟାବେଳେ ଏକ ହାଇୱା ଧକ୍କାରେ କୋଇଡା ଅଞ୍ଚଳର ପ୍ରତିନିଧିତ୍ବ କରୁଥିବା ପ୍ରମେୟ ଖବର କାଗଜର ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଯୁବକ ସାମାନ୍ୟ ଆହୋତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ସାହାରାପଡା ବ୍ଲକ ପାଟଣା ଥାନା ଅନ୍ତର୍ଗତ କୁଣ୍ତଳା ଗ୍ରାମର ଖଗେଶ୍ବର ତେରାଇ ।ଆହତ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ବରପଦା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ ବୋଲି ଜଣାପଡ଼ିଛି । ପ୍ରକାଶଯେ ଭଉୟ ଏକ ବାହାଘର କାମରେ ବାଇକରେ ଯାଉଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes