ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ସାରୋଇ ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିଲା ଘରୋଇ ବସ୍। ଦୁର୍ଘଟଣାରେ ଆହତ ୭ ଜଣଙ୍କୁ ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha