ହାଇଟେକ୍‌ ବିସ୍ଫୋରଣ: ଜଣଙ୍କ ମୃତ୍ୟୁ

ଭୁବନେଶ୍ବରବହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣାରେବଗୁରୁତର ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।

ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ଜୋନ୍‌-୨ ଏସିପି। ଶୁକ୍ରବାର ଏସିରେ ଗ୍ୟାସ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes