ହାଇଟେକ୍ ଟ୍ରାଜେଡି: ପୁଲିସକୁ ଏତଲା ଦେଲେ ମୃତକଙ୍କ ମା’

ପୁଅର ମୃତ୍ୟୁ ପରେ ମେଡିକାଲ ଓ ମଞ୍ଚେଶ୍ବର IICଙ୍କ ନାଁରେ ADCPଙ୍କୁ ଭେଟି ଏତଲା କଲେ ଦିଲୀପଙ୍କ ମା’ ଅହଲ୍ୟା ସାମନ୍ତରାୟ।

କାଲି ରାତିରେ ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes