ହାଇକୋର୍ଟ ବିଚାରପତି ପାଇଁ ଦୁଇ ଜଣଙ୍କ ନାମ ସୁପାରିସ

ଓଡିଶା ହାଇକୋର୍ଟର ବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିଅମ ଦୁଇ ଜଣଙ୍କ ନାମ ସୁପାରିସ କରିଥିବା ଜଣାପଡିଛି l ସେମାନେ ହେଲେ ଆଡ଼ଭୋକେଟ ଶିବଶଙ୍କର ମିଶ୍ର ଏବଂ ଜୁଡ଼ିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes