ହାଇକୋର୍ଟରୁ ମୋକିମଙ୍କୁ ମିଳିଲା ଜାମିନ

କଟକ ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡାଦେଶ ମାମଲାରେ ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ଆବେଦନ ଗୃହିତ ହେବା ସହ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ।

୧ ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାର ବଦଳରେ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ୧୩ ତାରିଖ ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes