ହସ୍ପିଟାଲ୍ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର

ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ୍ କଲେଜ ବିଲ୍‌ଡିଂର ମେଡିସିନ୍ ୱାର୍ଡର ଦ୍ବିତୀୟ ମହଲାରୁ ଡେଇଁପଡ଼ିଲେ ରୋଗୀ। ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଛି। ସେ ବଲାଙ୍ଗିର ଖର୍ସେଲପଡ଼ାର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes