ହସ୍ତତନ୍ତ ଦିବସରେ ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି

ଆଜି ସମଗ୍ର ଦେଶରେ ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରର ଜୟଦେବ ଭବନରେ ରାଜ୍ୟସ୍ତରୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି l
କାର୍ଯ୍ୟକ୍ରମରେ ମନ୍ତ୍ରୀ ରିତା ସାହୁ, ବୟନ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଏବଂ ବିଧାୟକ ଅନନ୍ତ ନାରାୟଣ ଯୋଗଦେଇ ବିଭିନ୍ନ ତନ୍ତୁବାୟ ସହଯୋଗ ସମିତିକୁ ପୁରସ୍କାର ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes