ହଷ୍ଟେଲ ଚାଉଳ ବାହାରେ ବିକ୍ରି କରାଯିବା ଘଟଣାରେ ୨ ଜଣ ନିଲମ୍ବିତ

ମାଲକାନଗିରି ଜିଲ୍ଲାରେ ସେବାଶ୍ରମ ହଷ୍ଟେଲ ଚାଉଳ ବାହାରେ ବିକ୍ରି କରାଯିବା ଘଟଣାରେ ତଦନ୍ତ ଆଧାରରେ କୋରକୋଣ୍ଡା ମାରିବାଡ଼ା ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି।

ଏହା ସହ ସହକାରୀ ଶିକ୍ଷକଙ୍କୁ ମଧ୍ୟ ସସ୍‌ପେଣ୍ତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes