ହଷ୍ଟେଲର ୧୩ଜଣ ଛାତ୍ର କରୋନା ପଜିଟିଭ

କଟକ ମହାନଗର ନିଗମର 59 ନମ୍ବର ୱାର୍ଡରେ ଥିବା ଏକ ଘରୋଇ କଲେଜର ହଷ୍ଟେଲର 56 ଜଣ ଅନ୍ତେବାସୀ ଜ୍ଵରରେ ପଡିବାରୁ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା l. ସେମାନଙ୍କ ମଧ୍ୟରୁ 13 ଜଣ ଛାତ୍ର କରୋନା ପଜିଟିଭ ଥିବା ଜଣାପଡିଛି l

ଆଜି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କର କରୋନା ଟେଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version