ହଳଦିଆପଦର ବ୍ରିଜ୍‌ ଡିଜାଇନ ହେବ: ମନ୍ତ୍ରୀ

ହଳଦିଆପଦର ବ୍ରିଜ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ୍ ଅଛି।ଏଥିପାଇଁ ବହୁତ ଜୀବନ ଅକାରଣରେ ଗଲାଣି। ସ୍ବାର୍ଥ ସାଧନ ପାଇଁ ଯେଉଁ କାମ କରାଯାଇଥିଲା ତାକୁ ସମସ୍ତେ ନିନ୍ଦା କରୁଛନ୍ତି, ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତଥର ସ୍ୱର ଉତ୍ତୋଳନ କରିଛି। ହଳଦିଆପଦର ଦୁର୍ଘଟଣା ପରେ ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି। ଆଗକୁ ହଳଦିଆପଦର ବ୍ରିଜ୍ ଡିଜାଇନ୍ ଭଲ ଭାବେ କରାଯିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes