ବ୍ରହ୍ମପୁର ହଳଦିଆପଦରରେ ୫ ଜଣିଆ ବୈଷୟିକ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି। ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ ହୋଇଛି।
ବ୍ରିଜ୍ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍। ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ।
Credible Local News of Odisha