ହର ଘର ତିରଙ୍ଗା ମହୋତ୍ସବ ପାଳନ

ଆଜି ବଲାଙ୍ଗୀର ଜିଲ୍ଲାର ଶାନ୍ତିପଡା ଟାଇଗର କ୍ଳବ ଆନୁକୂଲ୍ୟରେ ୧୮୯ ବାଟାଲିଅନ୍ ସିଆରପିଏଫ ତରଫରୁ ତିରଙ୍ଗା ମହୋତ୍ସବ ପାଳନ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥିଭାବେ କମାଣ୍ଡେଣ୍ଟ ପବନ ତିୱାରୀ, ୱାର୍ଡ଼ ନଂ ୨ର କାଉନସିଲର ସରିତା ଦାଶ ଓ ଏକ୍ସ ଆର୍ମିର ଜିଲ୍ଳା ସଭାପତି ପ୍ରତାପ ରଥ ମଞ୍ଚସ୍ଥ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version