ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ବାବା ଅବଧୂତ ସାଂସ୍କୃତିକ ସଂଘ ଦ୍ୱାରା ଆୟୋଜିତ ହୋଇଥିବା ଝୁଲଣ ଯାତ୍ରାରେ, ବାହାରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ହରିହାଟର ବ୍ୟବସ୍ତା ହୋଇଥିବାବେଳେ, ହରିହାଟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଛନ୍ତି l

Credible Local News of Odisha