ହରିଶଙ୍କର ରେଞ୍ଜରେ ବନ ମହୋତ୍ସବ ପାଳିତ

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରେ ,ହରିଶଙ୍କର ରେଞ୍ଜ ର ଡ଼ୁଡୁକି ପଦର ଗ୍ରାମରେ ରବିବାର ଦିନ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗ୍ରାମବାସିଙ୍କ ସହଯୋଗୀତାରେ ,ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ, ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀ ଗିରିଧାରୀ ନାଗ ଓ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି, ଗ୍ରାମବାସୀ ମାନଙ୍କୁ ସାହାଯ୍ୟ କରିବା ସହିତ ଉତ୍ସାହିତ କରିଥିଲେ। ଗତ ଶନିବାର ଦିନ ,ହରିଶଙ୍କର ରେଞ୍ଜ ଅଧିନରେ ତୁର୍ଲା ଗ୍ରାମରେ,ମଧ୍ୟଏକ ସଚେତନତା ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes