ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟରର ହରିଣାପାଲି ୟୁପିସ୍କୁଲକୁ ଆଜି ସିଆରସିସି ପୂର୍ଣଚନ୍ଦ୍ର ପାଢୀ ପରିଦର୍ଶନ କରିଥିଲେ ।
ଏଥିରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Credible Local News of Odisha