ହରିଜନପଡା ସମସ୍ୟା ସମାଧାନ ନେଇ ଆଲୋଚନା

ଜୁଯୋମୁରା ବ୍ଳକର ଟାମ୍ଫରଗଡ ପଞ୍ଚାୟତ ହରିଜନପଡାରେ ବହୁବିଧ ସମସ୍ୟାର ସମାଧାନ ପାଇଁ ଆଜି ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସ୍ଥାନୀୟ ସରପଞ୍ଚ କ୍ଷିରୋଦ ରାଉଳ ଓ ସ୍ଥାନୀୟ ୱ।ଡ ମେମ୍ବର ଅଞ୍ଚଳ ବାସିନ୍ଦାନିଆ ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes