ହରାଇ ବ୍ରିଜରୁ ତଳକୁ ଖସିଲା ବସ୍: ୨ ମୃତ

ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସିମିନଈ ପଞ୍ଚୁବଟି ନିକଟରେ ବ୍ରିଜ୍ ଉପରୁ ତଳକୁ ବସ୍‌ଟି ଖସିପଡ଼ିଛି ।

ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ହେଲେ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version