ହନୁମାନ ଜୟନ୍ତୀରେ ସ୍ୱାମ ଛକ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ୱାମ ଛକ ହନୁମାନ ମନ୍ଦିରରେ ଶୁକ୍ରବାର ନୀତିକାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୋଇଛି ।

ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ ଓ ଜିତେନ୍ଦ୍ର ମିଶ୍ର ହୋମ ଯଜ୍ଞ ଅନୁଷ୍ଠାନ କରିଥିବା ବେଳେ କର୍ତା ଭାବେ ଗୌରୀ ରଞ୍ଜନ ମିଶ୍ର ଶସ୍ତ୍ରୀକ ଦେବ ନୀତି ସମ୍ପାଦନ କରିଛନ୍ତି। ଏହି ଅବସରରେ ଗିରିଜା ଶଙ୍କର ମିଶ୍ର, ଅମିତ କୁମାର ଦାଶ ଓ ଲଲା ଟେନ୍ଦୁ ମିଶ୍ର ପ୍ରମୁଖ ୧୦୮ ହନୁମାନ ଚାଲିଶା ଗାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes