ହନୁମାନ ଛକରେ ନବାହ ପାରାୟଣ ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଖୁଣ୍ଟୁଲାପାଲିର ହନୁମାନ ଛକ ଠାରେ ନବାହ ପାରାୟଣ ଆଜି ଉଦଯାପିତ ହୋଇଛି ।

ଏଥିରେ ବ୍ୟାସ ଭାବରେ ସୁଧିର କୁମାର ପୁରୋହିତ କାର୍ଯ୍ୟ ତୁଳାଇଥିଲେ ।ଏହି ଅବସରରେ ଶହଶହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes