ହନୁଆପାଟ ଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ

ମଙ୍ଗଳବାର ଦିନ ଅତାବିରା ବ୍ଲକ୍ ଅନ୍ତର୍ଗତ ହନୁଆପାଟ ବଣଭୋଜି ସ୍ଥଳରେ ୨୦୦୬ ଅତାବିରା ବ୍ଳକରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଦ୍ୟାଳୟ ଶାସ୍ତ୍ରୀନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଝରଣା ସେଟ୍ ଏବଂ ଏଲିମେଣ୍ଟରି ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ସୁଶୀଲ କୁମାର ସେଟ୍ ଙ୍କୁ ମାନପତ୍ର ସହ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏଥିରେ ଭକ୍ତ କହ୍ନେଇ,ନନ୍ଦିଘୋଷ ଭୁଏ, କୃତାର୍ଥ ଚନ୍ଦ୍ର ଭୁଏ, ତ୍ରିଲୋଚନ ସେଠ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes