ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ନିଜ ଝିଅ ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି ବିଧାୟକ।

ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ନାଁରେ ଏତଲା ଦେଇଛନ୍ତି।ଫେସବୁକରେ ଉଭୟଙ୍କ ଚାଟିଂକୁ ନେଇ ଏତଲା ପରେ ମାମଲା ରୁଜୁ ହୋଇଛି। ଏ ନେଇ ସଂଯୁକ୍ତା ମହଲା କହିଛନ୍ତି, ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ଫସାଯାଇଛି।ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନିନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes