ହତ୍ୟା ମାମଲାରେ ୮ ଦୋଷୀଙ୍କୁ ଆଜୀବନ

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଆଜୀବନ ଦେଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧।

୨୦୧୭ ସଦର ଥାନା ଆମ୍ବଗଡ଼ ଗାଁରେ ବୁଡୁ ପାତ୍ରଙ୍କୁ ହତ୍ୟା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version