ହତ୍ୟା ମାମଲାରେ ପାଞ୍ଚ ଜଣକୁ ଆଜୀବନ କାରାଦଣ୍ଡ

କୁଳିଅଣା ଥାନା ଅନ୍ତର୍ଗତ ପେଡାଗଡି ଠାରେ ୨୦୧୮ମସିହାରେ ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଆଜି ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ l
ଏଥି ସହିତ ୫ହଜାର ଟଙ୍କା ଲେଖାଏଁ ଜରିମାନା କିମ୍ବା ଏହାର ଅନାଦେୟରେ ୫ମାସ ଲେଖାଏଁ ଅଧିକ ସଜା ନେଇ ରାୟରେ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes