କେନ୍ଦୁଝରରେ ବାଇକ୍ କିସ୍ତି ପାଇଁ ହତ୍ୟା ମାମଲାରେ ଦୋଷୀ ରାମ ସିଂ ମୁଣ୍ଡାକୁ ଆଜୀବନ ଶୁଣାଇଲେ ଜିଲ୍ଲା ଦୌରାଜଜ୍।
୧୧ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୋଷୀକୁ ଦଣ୍ଡ ମିଳିଛି। ୨୦୨୫ ନୟାକୋଟ ଥାନା କାଦକଳା ମୁଣ୍ଡା ସାହି ନିକଟରେ ଘଟିଥିଲା ହତ୍ୟା। ବାଇକ୍ କିସ୍ତି ମାଗିବାରୁ କାର୍ ଚଢ଼ାଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରିଥିଲା।