କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସିଛନ୍ତି ଗୋରୁପଲ। ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ।
ହୀରାକୁଦର ୨୪ ଗେଟ୍ ଖୋଲା ଥିବାରୁ ହଠାତ୍ ବଢ଼ିଛି ଜଳସ୍ତର।
Credible Local News of Odisha