ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରି ୫ ଗିରଫ

୧୯, ୨୪ ଏବଂ ୨୯ ତାରିଖ ମ୍ୟାଚ୍ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଟିକେଟ୍ ବିକ୍ରି କରୁଥିବା ୫ ଜଣଙ୍କୁ ଗିରଫ କରିଛି ଭୁବନେଶ୍ବର ସହିଦନଗର ଥାନା ପୁଲିସ।

ଏମାନେ ୧୦୦ ଟଙ୍କା ଟିକେଟ୍‌କୁ ହଜାରେ, ୨୦୦ ଟଙ୍କା ଟିକେଟକୁ ୨ ହଜାର ଏବଂ ୫୦୦ ଟଙ୍କା ଟିକେଟ୍‌କୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes