‘ହକି ଇଣ୍ଡିଆ’ ବିଷୟ ବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗୀତା

ବୌଦ୍ଧ ଷ୍ଟାଡିୟମର ଠାରେ ‘ହକି ଇଣ୍ଡିଆ’ ବିଷୟ ବସ୍ତୁ ଉପରେ ଏକ ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର ବିଭିନ୍ନ ସ୍କୁଲର ୧୫୦୦ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes