କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନମଣ୍ଡପ ରେ ସୋମବାର ହରିହାଟ ଅନୁଷ୍ଠିତ ହୋଇଛି। ପୂଜକ ଭାବେ ପଣ୍ଡିତ ଅଲେଖ ତ୍ରିପାଠୀ ଓ ସୁଶାନ୍ତ ଶେଖର ଦାଶ ପୂଜା ଅର୍ଚନା କରିଥିଲେ। କର୍ତା ଦାୟିତ୍ୱ ଅଜିତ କୁମାର ଦାଶ ତୁଲାଇଥିଲେ।
ବିଭିନ୍ନ ପୁରାଣ କୁ ବୀର ମୋହନ ଦ୍ବିବେଦୀ, ଶିବ ପ୍ରଶାଦ ଦାଶ, ଲୋକ ନାଥ ମିଶ୍ର,ହିମାଂଶୁ ଶେଖର ମିଶ୍ର, ସୁମିତ କୁମାର ପତି,ସୌମ୍ୟ ରଞ୍ଜନ ଦାଶ, ଦିଲୀପ କୁମାର ଦାଶ,ଗିରିଜା ଶଙ୍କର ମିଶ୍ର, ଶଶୀଭୂଷଣ ପତି, କଳ୍ପତରୁ କର, ତରୁଣ ଦାଶ ପ୍ରମୁଖ ଆବୃତ୍ତି କରିଥିଲେ। ଶେଷ ରେ ବିଶ୍ୱ ଶାନ୍ତି ଉଦେଶ୍ୟ ରେ ଯଜ୍ଞ ସମ୍ପନ୍ନ ହୋଇଛି।