ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟେସନରେ ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ ଷ୍ଟେସନରେ ରହିଲା ଟ୍ରେନ୍।
ଷ୍ଟେସନ ସ୍ୱାଭାବିକ ନେଇ ଦ.ପୂ ରେଳପଥ ସିପିଆର୍ଓ ସୂଚନା ଦେଇଛନ୍ତି।ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା।
Credible Local News of Odisha