ପୁରୀ ବୀରହରେକୃଷ୍ଣପୁର ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ପହଞ୍ଚି ଜୟୀ ରାଜଗୁରୁଙ୍କ ଜନ୍ମମାଟିରୁ ମୃତ୍ତିକା ସଂଗ୍ରହ କଲେ।
ଅମୃତ କଳସରେ ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ ସୀତାରମଣ। ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମରେ ମୃତ୍ତିକା ସଂଗ୍ରହ କଲେ।
Credible Local News of Odisha