ସ୍ୱତନ୍ତ୍ର ବିମାନ ଯୋଗେ ଆସିଛନ୍ତି ବିଶେଷଜ୍ଞ ଡାକ୍ତର: ମନ୍ତ୍ରୀ

ଭୁବନେଶ୍ୱର ଆସୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଟ୍ରେନ ଦୁର୍ଘଟଣାରେ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ୧୦୦ ଜଣଙ୍କ ଅବସ୍ଥା ଗୁରୁତର ଅଛି, ଗୁରୁତରଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି।

ଏଥିପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଶେଷଜ୍ଞ ଡାକ୍ତର ଆସିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes