ସ୍ୱତନ୍ତ୍ର ଦଉଡ଼ି ଧରି ମହିଳା ଭକ୍ତ ଟାଣିଲେ ରଥ

ସ୍ଵତନ୍ତ୍ର ଭାବେ ପ୍ରଥମ ଥର ମହିଳା ଭକ୍ତ ମାନେ ଏକ ଦଉଡ଼ି ଧରି କେନ୍ଦୁଝର ର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ଙ୍କ ବିଶ୍ଵ ର ସର୍ବୋଚ୍ଚ ରଥ କୁ ଟାଣିଛନ୍ତି। ଏଥିପାଇଁ ସ୍ଵତନ୍ତ୍ର ମହିଳା ପୋଲିସ ବ୍ୟବସ୍ଥା କରାଯାଇଥିଲା। ଫଳରେ ଏକ ନୂଆ ପରମ୍ପରା ଆରମ୍ଭ ହୋଇଛି। ପୂର୍ବରୁ ମହିଳା ମାନେ ରଥ ଅନ୍ୟ ମାନଙ୍କ ସହିତ ମିଶି ଟାଣୁଥିଲେ। କିନ୍ତୁ ସୁରକ୍ଷା ଓ ଭିଡ ଦୃଷ୍ଟି କୋଣରୁ ବହୁ ଭକ୍ତ ଟାଣି ବାକୁ ଆଗ୍ରହ ଥିଲେ ହେଁ ଟାଣି ପାରୁନଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes