ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କ୍ଷୀର ପ୍ୟାକେଟ ଜରି, ଅଦରକାରୀ ପ୍ଲାଷ୍ଟିକରୁ ବିଭିନ୍ନ ସାମଗ୍ରୀ କରୁଛନ୍ତି କମଳା। ଏସ୍‌ଏଚ୍‌ଜି ଜରିଆରେ ଟୋକେଇ ଓ ମୋବାଇଲ ଷ୍ଟାଣ୍ଡ ତିଆରି କରୁଛନ୍ତି କମଳା। ଏହା ତାଙ୍କ ପାଇଁ ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version