ସ୍ଵାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି

ପାରିଶ୍ରମିକ ୪,୦୦୦ରୁ ୬,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଏଥିରେ ଉପକୃତ ହେବେ ୧୩ ହଜାର ସ୍ବାବଲମ୍ବୀ କାରିଗର। ସ୍ଵଚ୍ଛ ପାନୀୟ ଜଳ ଯୋଗାଇବାକୁ ପ୍ରତି ଗ୍ରାମ ପଞ୍ଚାୟତରେ ଅଛନ୍ତି ୨ଜଣ ଲେଖାଏଁ କାରିଗର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes