ମାଲକାନଗିରି ଜିଲ୍ଲା ସିନ୍ଦିଗୁଡ଼ା ଗାଁ ନିକଟ ଡ୍ୟାମ୍ରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଛି।
ଏମାନେ ଆନ୍ଧ୍ର ପଡ଼ାଲପୁରରେ ବାହାଘର ଭୋଜି ଖାଇ ଫେରୁଥିଲେ। ଉଦ୍ଧାର କାର୍ଯ୍ୟରେ ଖଇରପୁଟ ଅଗ୍ନିଶମ ଟିମ୍ ଓ ମୁଦୁଲିପଡ଼ା ପୋଲିସ ନିୟଜିତ। ଅଛନ୍ତି।
Credible Local News of Odisha